ବିବାଦରେ ଅନୁଗୁଳ ପୌର ନିର୍ବାହୀ ଅଧିକାରୀ । ସାଧାରଣ ଲୋକଙ୍କୁ ଗାଳି ଗୁଲଜ ସହ ଧମକେଇବା ଭଳି ସଙ୍ଗୀନ ଅଭିଯୋଗ । ଅଭିଯୋଗ ଆସିଛି ଗିରିଜା ଶଙ୍କର ମଲ୍ଲିକଙ୍କ ବିରୁଦ୍ଧରେ । କୋର୍ଟଙ୍କ ଦ୍ବାରସ୍ଥ ହେଲେ ପୀଡ଼ିତ ।
#controversy #Angul #threatened #municipalexecutive #Odisha #ArgusNews