ଦିନକୁ ଦିନ ହଜିଯାଉଛି ମାନବିକତା। ଜନ୍ମ କଲା ମାକୁ ମଧ୍ୟ ଯତ୍ନ ନେବା ଦୂରେ ଥାଉ ମଲା ପରେ କାନ୍ଧ ଓ ମୁଖାଗ୍ନି ଦେବାକୁ ନଆସିବା ଘଟଣା ପୁରୀରେ ଦେଖିବାକୁ ମିଳିଛି। ଶେଷରେ ବିବାହିତା ଚାରି ଝିଅଙ୍କ କାନ୍ଧରେ ମାକୁ ଯିବାକୁ ପଡିଲା ସ୍ବର୍ଗଦ୍ବାରକୁ ।
#Puri #MotherDeath #Funeral #Daughters #Swargadwara #cremation #motherdeath #ArgusNews