ଗଞ୍ଜାମ ଜିଲ୍ଲା କୋଦଳା ଥାନା ବୁରୁଝରୀଠାରେ ଧାନ ବସ୍ତା ରଖି ଚାଷୀଙ୍କ ଆନ୍ଦୋଳନ ଦ୍ବିତୀୟ ଦିନରେ ପହଞ୍ଚିଛି। ଚାଷୀଙ୍କଠାରୁ ସରକାର ଠିକ୍ ସମୟରେ ଉଚିତ ପରିମାଣର ଧାନ ଉଠାଉନଥିବାରୁ ଚାଷୀ ପ୍ରତିବାଦ କରିଛନ୍ତି ।
#farmers #protests #Ganjam #protested #Paddycrop #ArgusNews