ବୁର୍ଲା ଥାନା ଅନ୍ତର୍ଗତ କୁଦ ଗୁଣ୍ଡେରପୁରରେ ଚାଷୀ ଆତ୍ମହତ୍ୟା ଅଭିଯୋଗ। ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତ ଚାଷୀ ଜଣକ ହେଲେ କୁଦ ଗୁଣ୍ଡେରପୁରକ କୈବଲ୍ୟ ରୋହିଦାସ ।
#ArgusNews #ArgusUpdate #Odisha #Sambalpur #FarmerDeath