#ଅସହାୟ_ବୃଦ୍ଧା_ଦମ୍ପତି
କେତେ କଷ୍ଟରେ ପିଲାମାନଙ୍କୁ ବଡ଼ କରିବା ପରେ ସେମାନେ ବଡ଼ ହୋଇ ବାପା-ମାଙ୍କ ଦୁଃଖରେ ଭାଗିଦାର ହେବେ ବୋଲି ସବୁ ବାପା-ମା’ ସ୍ବପ୍ନ ଦେଖିଥାନ୍ତି । କିନ୍ତୁ ବ୍ରହ୍ମପୁର ଦିଗପହଣ୍ଡିରରୁ ଏମିତି ଚିତ୍ର ଆସିଛି ଯେଉଁଠି ବୃଦ୍ଧା ବାପା ମାଆ ନିଜ ପୁଅ ଝିଅଙ୍କ ତ୍ରୁଟି ପାଇଁ ଦୁର୍ବିସହ ଜୀବନ କାଟୁଛନ୍ତି।
#Ganjam #digapahandi #Helpless #oldcouple #heartbreakingstory #Odisha #ArgusNews