ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଅଞ୍ଚଳରେ ଜିଲ୍ଲା ଅବକାରୀ ବିଭାଗର ଚଢାଉ । ବେଆଇନ ଭାବେ ନିଶା କାରବାର ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ପଥରଗୁଞ୍ଜ ଗାଁର ବିକାଶ କୁମାର ବିଶ୍ବାଳ ।
#Puri #ExciseDepartment #ATTACK #Illegally #drugdealing #Arrest #DrugsMafia #Odisha #ArgusNews