ବ୍ରହ୍ମପୁର ପର୍ଯ୍ୟବେକ୍ଷଣ ଆବସ ଏବଂ ସ୍ବତନ୍ତ୍ର ଆବାସରୁ 6 ଅନ୍ତେବାସୀ ଚମ୍ପଟ ମାରିଛନ୍ତି। ଅନ୍ତେବସୀ ଫାଟକ ଡେଇଁ ଚମ୍ପଟ ମାରିଥିବା ଜଣା ପଡିଛି। ଖବର ପାଇ ପୋଲିସ ତନାଘନା ଆରମ୍ଭ କରିଛି।
#Berhampur #investigating #JuvenileJusticeBoards #escaped #Odisha #ArgusNews