ଭଣଜାର ଲୁହା ଛଡ଼ ଆକ୍ରମଣରେ ମାମୁ ଗୁରୁତର । ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଝରିଗାଁ ବ୍ଲକ ସଣ୍ଡସା ଗାଁରେ । ଜମି ଜମା ମାମଲାରେ ୩ ସାଙ୍ଗଙ୍କ ସହ ମିଶି ମନ୍ମଥ ଗଣ୍ଡଙ୍କୁ ଆକ୍ରମଣ କରିଛି ଭଣଜା ପ୍ରୀତମ ।
#ArgusNews #Odisha #ArgusUpdateNews #nabrangpurnews