ଅନୁଗୋଳ ଜିଲ୍ଲା କଣିହାଁ ସ୍ଥିତ ଡେରେଙ୍ଗ୍ ଗ୍ରାମରେ ଭବ୍ୟ ରାମ ମନ୍ଦିର ପ୍ରତିଷ୍ଠା ହୋଇଯାଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଧର୍ମପତ୍ନୀ ମୁର୍ଦୁଳା ଠାକୁର ପ୍ରଧାନ ଯୋଗ ଦେଇଥିଲେ ।
#RamMandir #inauguration #festival Dharmendra Pradhan #MurdulaThakurPradhan #Angul #ArgusNews