ଭାରତ ସହ ସୀମାବର୍ତ୍ତୀ ଅଞ୍ଚଳର ସାମଗ୍ରିକ ଅବସ୍ଥା ହ୍ରାସ ପାଇଛି। ଏହି ପ୍ରସଙ୍ଗରେ ଦ୍ୱିପାକ୍ଷିକ ସହଯୋଗକୁ ବିସ୍ତାର କରିବା ପାଇଁ ଉଭୟ ଦେଶ LAC ଉପରେ ଛିଡା ହେବା ଉଚିତ୍। ଗୁରୁବାର ଦିନ ତାଜାକିସ୍ଥାନର ରାଜଧାନୀ ଦୁଶାନବେରେ ବୈଦେଶିକ ମନ୍ତ୍ରୀ ସ୍ତରୀୟ ବୈଠକ ପରେ ଚୀନ ଏଭଳି ଆଭିମୁଖ୍ୟ ରଖିଛି।
#ArgusNews #ArgusNewsTV #National #IndiaBorderarea