ଭିଜିଲାନ୍ସ ଜାଲରେ ନୂଆପଡ଼ା ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ। ଦୁଇ ଲକ୍ଷରୁ ଉର୍ଦ୍ଦ ଟଙ୍କା ଧରି ଯାଉଥିବା ବେଳେ ଧରିଲା ନୂଆପଡ଼ା ଭିଜିଲାନ୍ସ। ସରକାରୀ ବାସ ଭବନ ଓ ସରକାରୀ ଅଫିସ ରେ ଚଢାଉ ମଧ୍ୟ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଥିବା ସୂଚନା।
#ArgusNews #Odisha #ArgusUpdate #Nuapada #VigilanceRaid