ଭିଜିଲାନ୍ସ ପଞ୍ଚାରେ OPHWC ଡେପୁଟି ମ୍ୟାନେଜର ପ୍ରତାପ ସାମଲ । ଆୟ ବହିର୍ଭୁତ ସମ୍ପତି ଠୁଳ ମାମଲାରେ ପ୍ରତାପଙ୍କ ଘରେ ଭିଜିଲାନ୍ସ ରେଡ଼ । ଭୁବନେଶ୍ବର ବାସଭବନ ସମେତ ଏକକାଳୀନ ଜାଗାରେ ଭିଜିଲାନ୍ସ ପକ୍ଷରୁ ରେଡ଼ ଚାଲିଥିବା ସୂଚନା ।
#PratapSamal #VigilanceRaid #OPHWC #PropertyScam #Odisha #ArgusNews