ଭିନ୍ନକ୍ଷମ ସ୍ବାମୀଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ସ୍ତ୍ରୀ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ନୀଳଗିରି ଥାନା ତେଣ୍ଡା ଗ୍ରାମରେ। ଗ୍ରାମର ଗୁତୁବାରି ସିଂ ଗତକାଲି ରାତିରେ ସ୍ବାମୀ-ସ୍ତ୍ରୀ ମଧ୍ୟରେ ଝଗଡା ହୋଇଥିଲା।
#ArgusNews #Odisha #ArgusUpdate #Balasore #MurderCase