#ଭୁବନେଶ୍ବର_ଝାରପଡ଼ାରେ_ହେବ_ଅତ୍ୟାଧୁନିକ_ମଡେଲ_ପାର୍କ
୧ କୋଟି ଟଙ୍କାରେ ହେବାକୁ ଥିବା ଏହି ପାର୍କର ଶିଳାନ୍ୟାସ କରିଛନ୍ତି ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା । ଏହି ପାର୍କରେ ବରିଷ୍ଠ ନାଗରିକଙ୍କ ପାଇଁ ଯୋଗ ମଣ୍ଡପ, ପିଲାଙ୍କ ପାଇଁ ଖେଳ ଉପକରଣ, ଜିମ, ପାନୀୟ ଜଳ ବ୍ୟବସ୍ଥା ରହିବ ।
#Bhubaneswar #Jharpada #ModelPark #Inaguration #MLA #anantnarayanjena #Odisha #ArgusNews