ଭୁବନେଶ୍ବରରେ ସକାଳୁ ଆଜି ଅନେକ ଜିମ୍ ସେଣ୍ଟର ଖୋଲିଛି । ସହିଦ ନଗରର ଲିଜେଣ୍ଡ, ୟୁ ଷ୍ଟେ ଫିଟ୍ ଜିମ୍ ସେଣ୍ଟର ଖୋଲିଥିବା ବେଳେ, ଲୋକେ ବି ଆସିଛନ୍ତି ଫିଟନେସ୍ ପାଇଁ । ସରକାରଙ୍କ କରୋନା କଟକଣାକୁ ମାନି ଜିମ୍ ଖୋଲିଥିବା କହିଛନ୍ତି ଜିମ୍ ମାଲିକ ।
#ArgusNews #ArgusUpdate #Odisha #Bhubaneswar #Gym