ଭୁବନେଶ୍ବର ମଞ୍ଚେଶ୍ବର ଥାନା ପୋଲିସ ହାତରେ ବନ୍ଧା ହେଲା ଧୃତ ଠକ । ଲୋକଙ୍କ ନିକଟତର ହୋଇ ବ୍ୟବସାୟ ନାଁରେ ମିଶୁଥିଲା । ବ୍ୟବସାୟର ପାର୍ଟନର ହେବାକୁ କହି ଟଙ୍କା ନେଇ ଛୁ ମାରୁଥିଲା । ଗିରଫ ଠକ ହେଲା କେନ୍ଦ୍ରାପଡା ରାଜକନିକା ଅଞ୍ଚଳର ପ୍ରଭାକର ଜେନା ।
#Mancheswar #police #fraud #Bhubaneswar #business #arrested #ArgusNews