ମଧ୍ୟପ୍ରଦେଶର ବିଦିଶା ଜିଲ୍ଲାରେ ବଡ଼ ଧରଣର ଅଘଟଣ । ଲାଲ ପଠାର ଗାଁର ଏକ କୂଅରେ ଖସି ପଡ଼ିଛନ୍ତି 30ରୁ ଅଧିକ ଲୋକ । ସେମାନଙ୍କ ମଧ୍ୟରୁ 16 ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ,ଏବେ ବି ଫସି ରହିଛନ୍ତି ଅନେକ ।
#ArgusNews #ArgusUpdate #National #MadhyaPradesh #Accident