ମହଙ୍ଗା ପଡ଼ିଲା ମଡେଲଙ୍କୁ ବ୍ଲାକମେଲ । ଓଡ଼ିଶାର ଯୁବକଙ୍କୁ ବାନ୍ଧିଲା ମୁମ୍ବାଇ କ୍ରାଇମବ୍ରାଞ୍ଚ । ନବରଙ୍ଗପୁରରୁ ଗିରଫ ହୋଇଛନ୍ତି 21 ବର୍ଷୀୟ ସୌରଭ ମଣ୍ଡଳ । ତାଙ୍କୁ ଉମରକୋଟ ବ୍ଲକ ସୁନାବେଡ଼ାରୁ ଗିରଫ କରାଯାଇଛି ।
#ArgusNews #Odisha #ArgusUpdateNews #Nabrangpur #mumbaicrimebranch