ସାଧାରଣତନ୍ତ୍ର ଦିବସ ଅବସରରେ ଆଜି ‘ହିମବୀର’ କୁହାଯାଉଥିବା ITBP ଯବାନମାନେ ସମୁଦ୍ର ପତ୍ତନଠାରୁ ୧୫,୦୦୦ ଫୁଟ୍ ଉଚ୍ଚ ବିଯୁକ୍ତ ୩୫ ଡିଗ୍ରି ସେଲିସିୟସ୍ ତାପମାତ୍ରାରେ ତୁଷାରମୟ ଲଦାଖ ସୀମାନ୍ତରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି I
#RepublicDay2022 #HappyRepublicDay2022 #RepublicDay #itbp #uttarakhand #ladakh #ArgusNews