ଦ୍ରୁତ ଗତିରେ ପୃଥିବୀ ଆଡକୁ ମାଡିଆସୁଛି ଏକ ଶକ୍ତିଶାଳୀ ସୋଲାର ଷ୍ଟ୍ରୋମ ବା ସୌର ଝଡ । ଆଗାମୀ 24 ଘଣ୍ଟା ମଧ୍ୟରେ ଯେକୌଣସି ସମୟରେ ପୃଥିବୀକୁ ମାଡ କରିବା ନେଇ ପୂର୍ବାନୁମାନ କରାଯାଉଛି। ଏହାର ପ୍ରଭାବରେ ସାଟେଲାଇଟ, ଜିପିଏସ, ମୋବାଇଲା ଫୋନ ସିଗନାଲ ସହ ବିଦ୍ୟୁତ ସେବା ପ୍ରଭାବିତ ହୋଇପାରେ ।
#ArgusNews #ArgusUpdate #National #SolarSystem #SolarStorm