ମାର୍କେଟ ବିଲ୍ଡିଂ ବ୍ୟବସାୟ ସଂଘ ତରଫରୁ ବିଏମସି ଘେରାଉ। ମଙ୍ଗଳବାର ଠୁ ବନ୍ଦ ରହିଛି ମାର୍କେଟ ବିଲ୍ଡିଂ। ଉଠା ଦୋକାନୀମାନଙ୍କ ହଟାଇବାକୁ ଦାବି କରି ବିଏମସି ଅଫିସ ଘେରାଉ କରିଛି ବ୍ୟବସାୟୀ ସଂଘ।
#BMC #MarketBuildingBusinessAssociation #Protest #Tradeunions #shopkeeper #Odisha #ArgusNews