ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ରେ ଯବାନ-ମାଓବାଦୀ ଗୁଳି ବିନିମୟ । ଏଥିରେ 2 ଜଣ ମାଓବାଦୀ ନିହତ ହୋଇଛନ୍ତି । ଛତିଶଗଡ଼ର ଗମପଦ ଓ କାହ୍ନୟଗୁଡ଼ା ମଧ୍ୟରେ ସର୍ଚ୍ଚ ଅପରେସନ ଚାଲିଥିଲା ।
#ArgusNews #Odisha #ArgusUpdate #Malkanagiri #Maoists #Attack