କଟକରୁ ନକଲି ଜର୍ଦ୍ଦା ଠାବ । ମାଲଗୋଦାମ ଅଞ୍ଚଳରେ ନକଲି ଜର୍ଦା ଗୋଦାମ ଉପରେ ରେଡ୍ ହୋଇଛି । ମାଲଗୋଦାମ ଥାନା ପୋଲିସ ଏହି ରେଡ୍ କରିଛି । ଲକ୍ଷାଧିକ ଟଙ୍କାର ନକଲି ଜର୍ଦ୍ଦା ଜବତ କରିଛି ପୋଲିସ ।
#ArgusNews #Odisha #ArgusUpdate #Cuttack #Raid #duplicatejarda