ଭୁବନେଶ୍ବର ମାଷ୍ଟର କ୍ୟାଣ୍ଟିନ ବସଷ୍ଟାଣ୍ଡରେ ଅଚିହ୍ନା ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଗଛରେ ଦୌଡ଼ିରେ ଝୁଲୁଥିବା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ଘଟଣାସ୍ଥଳରେ ପୋଲିସ ପହଁଞ୍ଚି ଶବକୁ ଉଦ୍ଧାର କରିଛି ।
#ArgusNews #ArgusUpdate #Odisha #Bhubaneswar
Be the first to know any news. You will get latest stories and video updates through the day. You can turn them off anytime.