ମିଳିଲା ଭାସିଯାଇଥିବା ହାତୀର ମୃତଦେହ । କଟକ ଯୋବ୍ରା ଵ୍ୟାରେଜ ନିକଟରୁ ହାତୀର ମୃତଦେହ ଠାବ ହୋଇଛି । ତେବେ ଯୋବ୍ରା ନିକଟରେ ଭାସୁଥିବା ହାତୀଟି ମୁଣ୍ଡଳିରୁ ଭାସିଥିବା ହାତୀ ବୋଲି ସନ୍ଦେହ କରାଯାଉଛି ।
#elephantbody #floating #JobraBarrage #Mundali #Cuttack #Odisha #ArgusNews