ପୁଣି ଅନ୍ଧାରୀ ଚିକିତ୍ସା । ଏ ହେଉଛି କଟକ ଜିଲ୍ଲାର ନରସିଂହପୁର ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରର ଦୃଶ୍ୟ । ଏଠି ଲାଇନ କଟିଲେ ସବୁ ଅନ୍ଧାର । ମୋବାଇଲ ଟର୍ଚ୍ଚରେ ଚାଲିଛି ରୋଗୀସେବା । ମେଡ଼ିକାଲରେ ଜେନେରେଟର ଅଛି ହେଲେ ଲାଇନ କଟିଲେ କାମରେ ଆସୁନି।
#mobiletorch #treatment #Patient #darkness #Night #Badamba #Narsinghpur #Healthcare #ArgusNews