ମୟୁରଭଞ୍ଜ କରଞ୍ଜିଆ ବନଖଣ୍ଡରେ ହାତୀ ଆତଙ୍କ । ବିଳମ୍ବିତ ରାତ୍ରିରେ ୨୫ ଟିକିଆ ହାତୀପଲ ଜାତୀୟ ରାଜପଥ ୪୯ କୁ ଅବରୋଧ କରିଥିଲେ । ବ୍ୟାପକ ପରିମାଣରେ ଧାନ ଫସଲ ନଷ୍ଟ କରିବା ସହ ଅନେକ ଫସଲ ଖାଇ ଦେିଥିବା ଅଭିଯୋଗ।
#ElephantTerror #Mayurbhanj #forest #Karanjia #elephants #NationalHighwayBlocked #incident #Odisha #ArgusNews