ଯୁବ ବିଜେପି ନେତାଙ୍କୁ ହତ୍ୟା। ପିଟି ପିଟି ମାରିଦେଲେ ଦୁର୍ବୃତ୍ତ। ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ କପ୍ତିପଦା ଥାନା ଅନ୍ତର୍ଗତ ନୂଆସାହି ଗାଁରେ। ବିଚ ରାସ୍ତାରେ ଯୁବ ବିଜେପି ନେତା ରଞ୍ଜିତ ପ୍ରଧାନଙ୍କୁ ନିର୍ମମ ହତ୍ୟା କରାଯାଇଛି।
#ArgusNews #Odisha #ArgusTv #ArgusUpdate #Mayurbhanj #murder