ବିଚ ରାସ୍ତାରେ ଯୁବ ବିଜେପି ନେତା ରଞ୍ଜିତ ପ୍ରଧାନଙ୍କୁ ନିର୍ମମ ହତ୍ୟା କରାଯାଇଛି । ନୂଆସାହି ନିକଟରେ କିଛି ଲୋକ ତାଙ୍କୁ କାରରୁ ଘୋଷାରି ନେଇ ବାଡେଇ ବାଡେଇ ମାରିଛନ୍ତି। ଏନେଇ କପ୍ତିପଦା ଥାନାରେ ଅଭିଯୋଗ ପରେ ପୋଲିସ ୩ଜଣଙ୍କୁ ଗିରଫ କରିଛି।
#ArgusNews #Odisha #ArgusUpdate #Mayurbhanj #BJPLeader #MurderCase