ଯୌତୁକ ପାଇଁ ଶ୍ବଶୂର ଘର ଲୋକ ବୋହୂକୁ ମାଡ଼ ମାରି ପୋଡ଼ି ମାରିବା ଉଦ୍ୟମ ଅଭିଯୋଗ । ନିଆଳି ଥାନାରେ ଅଭିଯୋଗ ହେବା ପରେ ନିଆଳି ପୋଲିସ 3 ଜଣଙ୍କୁ ଗିରଫ କରିଛି । ଗୁରୁତର ନବ ବଧୂ ଏବେ ଡ଼ାକ୍ତରଖାନାରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ।
#newbride #Dowry #allegedly #Niali #police #arrested #investigation #ArgusNews