ରତ୍ନଭଣ୍ଡାର ଖୋଲିବାକୁ ରାଜ୍ୟ ସରକାରଙ୍କ ଡର କାହିଁକି ? ଏ କଥା ଆମେ ନୁହେଁ, ଆରଟିଆଇର ତଥ୍ୟ ହିଁ ପଚାରୁଛି । ଅର୍ଗସ ହାତରେ ରତ୍ନଭଣ୍ଡାରକୁ ନେଇ ଆଉ ଏକ EXCLUSIVE ତଥ୍ୟ ହାତରେ ଲାଗିଛି । ଯେଉଁଥିରୁ ସ୍ପଷ୍ଟ ହେଉଛି, 22 ବର୍ଷ ଭିତରେ କିଭଳି ଥରୁଟିଏ ବି ନବୀନଙ୍କ ସରକାର ରତ୍ନଭଣ୍ଡାର ଖୋଲିବାକୁ ଚେଷ୍ଟା କରିନି ।
#Exclusive #Ratnabhandar #treasure #notice #RTI #OdishaGovernment #Puri #ArgusNews