ରାଉରକେଲାରେ ପୁଣି ବଡ଼ ଧରଣରେ ଜମି ଜାଲିଆତି। ସିଭିଲ୍ ଟାଉନସିପରେ ପ୍ରାୟ 60 ଡିସିମିଲି ଜମିକୁ ଅଣଓଡ଼ିଆ ବ୍ୟବସାୟୀଙ୍କୁ ବିକ୍ରି କରି ଦେଇଛନ୍ତି ଜିଲ୍ଲାପାଳ। ହାଇକୋର୍ଟର ନିର୍ଦେଶକୁ କରାଯାଇଛି ଅବମାନନା । ଘଟଣା ସ୍ଥଳରେ କଂଗ୍ରେସର ବିରୋଧ ପ୍ରଦର୍ଶନ ।
#ArgusNews #ArgusUpdate #Odisha #Rourkela #Landscam #Protest