ରାଜଧାନୀରେ ଜଘନ୍ୟ ହତ୍ୟାକାଣ୍ଡ । ଘରୁ ଡାକିଆଣି ଯୁବକଙ୍କୁ ହତ୍ୟା । ଷ୍ଟେସନ ବଜାର ପାଖ କଦଳୀ ଗୋଦାମ ବସ୍ତିର କାର୍ତ୍ତିକ ସାହୁ ନାମକ ଯୁବକଙ୍କୁ 4ରୁ 5 ଜଣ ଦୁର୍ବୃତ୍ତ ହତ୍ୟା କରିଛନ୍ତି । ଯୁବକଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଛି ।
#ArgusNews #Odisha #ArgusUpdate #Bhubaneswar #MurderCase