ରାଜଧାନୀର ବସ୍ତିରେ ଆତଙ୍କରାଜ । ମନଇଚ୍ଛା ବୁଲୁଛି ଖଣ୍ଡା । ବାପୁଜୀନଗର କେଦାର ପଲ୍ଲୀବସ୍ତି ଚାଞ୍ଚଲ୍ୟ । 3 ଜଣ ଯୁବକ ଜଣେ ପରିବାରକୁ ଖଣ୍ଡା ଦେଖାଇ ଆତଙ୍କିତ କରିବା ସହ ଧମକ ଦେଉଥିବାର ଦେଖିବାକୁ ମିଳିଛି ।
#ArgusNews #Odisha #ArgusUpdateNews #Bhubaneswar #khanda