ରାଜ୍ୟରେ କମୁଛି ଦୈନିକ ସଂକ୍ରମଣ । 24 ଘଣ୍ଟାରେ ଦୈନିକ ସଂକ୍ରମଣ 6 ହଜାର ତଳକୁ ଖସିଛି । ରାଜ୍ୟରୁ ଆଉ 5896 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ବାରେଣ୍ଟାଇନ୍ରୁ 3332 ଓ 2564 ଲୋକାଲ୍ କେସ୍ ରହିଛି ।
#ArgusNews #Odisha #ArgusUpdate #CoronaUpdate