ରାଜ୍ୟରେ କରୋନା ମୃତ୍ୟୁରେ ଲାଗୁନି ବ୍ରେକ୍ । ଆଜି କରୋନାରେ ପ୍ରାଣ ହରାଇଛନ୍ତି ୬୮ ଜଣ । କଟକରୁ ୨୫ ଜଣଙ୍କ ଜୀବନ ନେଇଛି ମହାମାରୀ । ସେହିପରି ଖୋର୍ଦ୍ଧା ଓ କେନ୍ଦ୍ରାପଡ଼ାରୁ ୭ ଜଣ ଜୀବନ ଯାଇଛି ।
#ArgusUpdate #CoronaUpdate #Coronavirus #Odisha #ArgusNews