ରାଜ୍ୟରେ କରୋନା ମୃତ୍ୟୁରେ ଲାଗୁନି ବ୍ରେକ । ପୁଣି ୬୫ ଜୀବନ ନେଇଛି ଭାଇରସ । ଖୋର୍ଦ୍ଧାରୁ ସର୍ବାଧିକ ୨୦ ଜଣଙ୍କର ମୃତ୍ୟୁ ହୋଇଛି । ବରଗଡ଼ରୁ ୧୦, ସୁନ୍ଦରଗଡ଼ରୁ ୭, ପୁରୀରୁ ୬, ନବରଙ୍ଗପୁରରୁ ୪ ଜଣଙ୍କ ମୃତ୍ୟୁ ହୋଇଛି।
#ArgusNews #Odisha #ArgusUpdateNews #CoronaUpdate