ରାଜ୍ୟରେ ମଠ-ମନ୍ଦିର ଖୋଲିବା ନେଇ ଜୋର ଧରୁଛି ଦାବି । ମୟୂରଭଞ୍ଜ ବାରିପଦାରେ ସେବାୟତଙ୍କ ତରଫରୁ ସରକାରଙ୍କୁ ଏ ନେଇ ଅନୁରୋଧ କରାଯାଇଛି । କରୋନା ସଂକ୍ରମଣ କମୁଥିବା ବେଳେ ଭକ୍ତଙ୍କ ଦର୍ଶନ ପାଇଁ ଅନୁମତି ଦାବି ହୋଇଛି ।
#ArgusNews #ArgusUpdate #Odisha #TempleReopen
Be the first to know any news. You will get latest stories and video updates through the day. You can turn them off anytime.