ରାଜ୍ୟରେ ସକ୍ରିୟ ଲଘୁଚାପ । ପ୍ରଭାବରେ ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା ଜାରି ରହିଛି । ଆହୁରି ତିନି ଦିନ ଯାଏଁ ଓଡ଼ିଶାର କେତେକ ଜିଲ୍ଲାରେ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି ।
#ArgusNews #ArgusUpdate #Odisha #Weather #HeavyRainfall