ରାତି ପାହିଲେ ରଥ ଯାତ୍ରା। ନବଦିନାତ୍ମ ଯାତ୍ରାରେ ବଡ଼ ଦାଣ୍ଡକୁ ଓହ୍ଲାଇବେ ଚତୁର୍ଦ୍ଧାମୂରତି । ଏଥିପାଇଁ ରଥ ପ୍ରସ୍ତୁତ, ପଥ ପ୍ରସ୍ତୁତ । ଅପେକ୍ଷା କେବଳ ମହାବାହୁଙ୍କ ଆଗମନକୁ । ରଥଖଳାକୁ ଆଜ୍ଞାମାଳ ବିଜେ କଲେ ପୂଜା ପଣ୍ଡା। ମହାପ୍ରଭୁଙ୍କ ଆଜ୍ଞାମାଳ ପାଇବା ପରେ ସିଂହଦ୍ବାର ଚକଡାକୁ ଯିବ ତିନି ରଥ।
#ArgusNews #ArgusUpdate #Odisha #RathaYatra2021