ରାସ୍ତା ସମତୁଲ କରିବା ପାଇଁ ଅଣ୍ଟା ଭିଡ଼ିଲେ କୁନି କୁନି ପିଲା । ଦେଖନ୍ତୁ ଦୃଶ୍ୟ, ରାସ୍ତାକଡରେ ପଡ଼ିଥିବା ମେଣ୍ଟାଲକୁ ଖାଲରେ ପକାଇ ସମତୁଲ କରୁଛନ୍ତି ଛୋଟ ଛୋଟ ପିଲାମାନେ । କିଏ ଅଖାରେ ବୋହି ନେଇଯାଉଛନ୍ତି ତ ଆଉ କିଏ ସାଇକେଲରେ ନେଇ ରାସ୍ତାରେ ଥିବା ଖାଲରେ ସିମେଣ୍ଟ, ବାଲି ଢାଳି ସମାନ କରୁଛନ୍ତି ।
#ArgusNews #ArgusUpdate #Odisha #Bhadrak #RoadWork #child