କଟକର ଯୁକ୍ତ ଦୁଇ ଛାତ୍ର ସ୍ମୃତି ରଞ୍ଜନ ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମହମବତୀରେ ଏକ ଇଞ୍ଚର ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛନ୍ତି ସ୍ମୃତି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀଙ୍କୁ ସ୍କେଚ ଫଟୋ ପ୍ରଦାନ କରିଥିଲେ ସ୍ମୃତି ରଞ୍ଜନ ।
#Cuttack #indiabookofrecords #Student #jagannath #Dharmendrapradhan #Odisha #ArgusNews