ରେପୋ ରେଟ୍ ଅପରିବର୍ତ୍ତିତ ରଖିଛି ଆରବିଆଇ । ଲଗାତର ତୃତୀୟ ଥର ପାଇଁ ରୋପୋ ରେଟ୍ ଏବଂ ରିଭର୍ସ ରେପୋ ରେଟକୁ ଅପରିବର୍ତ୍ତିତ ରହିଛି । ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ମୁଦ୍ରା ନୀତି କମିଟି ବୈଠକ ପରେ ଏ ନିଷ୍ପତ୍ତି ନେଇଛନ୍ତି ।
#ArgusNews #ArgusUpdate #National #RBI #Reporate