ଲଗାଣ ବର୍ଷାରେ ବେହାଲ...
କଣାସ ବ୍ଲକ ମଲାଗୁଣି ନଦୀରେ ସୃଷ୍ଠି ହେଲା ଘାଇ । ଜଳମଗ୍ନ ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକର ଶତାଧିକ ପରିବାର । ଭୋଗରାଇ ବ୍ଲକ ଗବଗାଁରେ 150ରୁ ଅଧିକ ପରିବାର ଜଳବନ୍ଦୀ ।
#Flood #Waterlogged #Heavyrainfall #Brahmagiri #Puri #Nayagarh #Balasore #Odisha #ArgusNews