ଟାଙ୍ଗୀ ବ୍ଲକ ସଠିପଦର ସାହିର ହିତାଧିକାରୀ ଓ ବୋଲୋଗଡ଼ ବ୍ଲକ ମାଣିବନ୍ଧ ଗାଁର ନୂଆସାହି ଏବଂ ଆଦିବାସୀ ସାହିରେ ଲୋକଙ୍କୁ ମିଳୁନି ପ୍ରଧାନମନ୍ତ୍ରୀ ଆବାସ ଯୋଜନା । ଫଳରେ ନାନାଦି ସମସ୍ୟା ଭୋଗୁଛନ୍ତି ହିତାଧିକାରୀ । ଏନେଇ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଜିଲ୍ଲାପାଳ, ବିଭାଗୀୟ ସଚିବ ଏବଂ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି ।
#AwasYojna #Tangi #Bolagarh #AparajitaSarangi #Odisha #ArgusUpdate