ଲୌହ ମାନବ ସର୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ବାର୍ଷିକୀ । ଆଜି ସାରା ଦେଶ ପାଳୁଛି 'ଜାତୀୟ ଏକତା ଦିବସ' । ଏହି ଅବସରରେ ସର୍ଦାର ବଲ୍ଲଭ ଭାଇ ପଟେଲଙ୍କଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ।
#SardarVallabhbhaiPatel #BirthAnniversary #NationalUnityDay #AmitShah #ArgusNews