ଆନ୍ତର୍ଜାତିକ ଶିଶୁ କନ୍ୟା ଦିବସରେ କନ୍ୟା ବିକ୍ରି ଅଭିଯୋଗ । ଖୋର୍ଦ୍ଧା ବାଘମାରିରେ କନ୍ୟାସନ୍ତାନ ବିକ୍ରି ଅଭିଯୋଗ ଆସିଛି । ନବଜାତ ଶିଶୁକନ୍ୟାକୁ ଅନ୍ୟ ହାତରେ ଟେକିଦେଲା ଜଣେ ଅସହାୟ ମା' ।
#InternationalChildrensDay #babygirl #sellinggirls #protection #Khordha #Odisha #ArgusNews