ଶ୍ରୀମନ୍ଦିରର ପଶ୍ଚିମ ଦ୍ବାର ନିକଟରେ ଥିବା ବିଶ୍ବଶାନ୍ତି ଅଖଣ୍ଡ ହରିନାମ ସଂକୀର୍ତ୍ତନ ମନ୍ଦିରରୁ ଦାନବାକ୍ସ ଲୁଟ୍। ଗତକାଲି ବିଳମ୍ବିତ ରାତିରେ ଦୁର୍ଵୃତ୍ତ ମାନେ ମନ୍ଦିରର ଦାନବାକ୍ସ ତାଡ଼ି ନେଇଥିବା ଜଣାପଡ଼ିଛି ।
#ArgusNews #Odisha #ArgusUpdate #Puri #loot