ଶ୍ରୀମନ୍ଦିର ଖୋଲାଯିବ କି ନାହିଁ ଆଜି ଆସିବ ନିଷ୍ପତ୍ତି । ମୁଖ୍ୟ ପ୍ରଶାସକ କ୍ରୀଷନ କୁମାରଙ୍କ ଅଧ୍ୟକ୍ଷତାରେ ଆଜି ବସିବ ଛତିଶାନିଯୋଗ ବୈଠକ । ଦିନ 11ଟାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବସିବ ଭର୍ଚୁଆଲ ବୈଠକ।
#ArgusNews #Odisha #ArgusUpdate #Puri #templeopen