ଆରମ୍ଭ ହୋଇଛି ସଂସଦର ମୌସୁମୀ ଅଧିବେଶନ। ଅଧିବେଶନ ଆରମ୍ଭରୁ ସଂସଦରେ ନୂଆ ମନ୍ତ୍ରୀ ମାନଙ୍କୁ ପରିଚିତ କରାଇଲେ ପ୍ରଧାନମନ୍ତ୍ରୀ । ଅଧିବେଶନକୁ ସମ୍ବୋଧିତ କରି ସମସ୍ତଙ୍କୁ କରୋନା ନିୟମ ମାନିବାକୁ ପରାମର୍ଶ ଦେଇଛନ୍ତି ମୋଦି ।
#ArgusNews #ArgusUpdate #National #MonsoonSessionofParliament Narendra Modi